ଛାତ ଢ଼ଳେଇ ମରାମତି କାଯ୍ୟରେ ଅନିୟମିତତା

ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ହlତିଶିଳା ଗ୍ରାମ ଡିହସାହି ର ପ୍ରାଥମିକ ବିଦ୍ୟାଳୟ ର ଛାତ ମରାମତି କାର୍ଯ୍ୟ ରେ ଅନିୟମିତତା ଅଭିଯୋଗ ହୋଇଛି lକାଦୁଆ ମାଟି ମିଶା ବାଲି, ଢଳେଇ ସିମେଣ୍ଟ ବଦଳ ରେ ସାଧା ସିମେଣ୍ଟ ,ବଜୁରି ଓ ଚିପ୍ସ ର ମିଶ୍ରଣ ଏବଂ ସିମେଣ୍ଟ ବାଲି ର ଭାଗ ନିମ୍ନ ସ୍ତରର ଦେଇ କାର୍ଯ୍ୟ କରୁଥିବାରୁ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଗ୍ରାମବାସୀ ।ଘସିପୁରା ବ୍ଲକର ଯନ୍ତିଙ୍କ ଅନୁପସ୍ଥିତିରେ ବିନା ଡ଼ିଉଧାରେ ନିର୍ଭୟରେ କାଯ୍ୟ କରିଚାଲିଛନ୍ତି ଠିକାଦାର l ଏ କଥା ପ୍ରକଟ ହେବା ପରେ କାଯ୍ୟକୁ ବିରୋଧ କରିଛନ୍ତି ଗ୍ରାମବାସୀ l ତୁରନ୍ତ କାଯ୍ୟକୁ ବନ୍ଦ କରିଵା ପାଈଁ ପ୍ରଶାସନ ନିକଟରେ ଗ୍ରାମବାସୀ ମlନେ ଅନୁରୋଧ କରିଛନ୍ତି l

Leave a Reply

Your email address will not be published. Required fields are marked *