ଜଗତସିଂହପୁର ଟେଣ୍ଟ ହାଉସ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର ଟେଣ୍ଟ ହାଉସ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତl ଜଗତସିଂହପୁର ଜିଲ୍ଲା ମା ଶାରଳା ଟେଣ୍ଟ ହାଉସ ଆଣ୍ଡ ଲାଇଟ ସାଉଣ୍ଡ ଡେକୋରେଟର ମାଲିକ ସଂଘ ପକ୍ଷରୁ ସ୍ଥାନୀୟ ରଶ୍ମି ପ୍ରଭା ମଣ୍ଡପ ଠାରେ 19 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମଧୁସୂଦନ ସାହୁ ଙ୍କ ସଭାପତିତ୍ୱ ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ର ବିଭିନ୍ନ ବ୍ଲକ ର ଟେଣ୍ଟ ମାଲିକ ମାନେ ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ସହିତ ଆଜିର ବାର୍ଷିକ ଉତ୍ସବ ଅବସରରେ ଏକ ରକ୍ତ ଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ପରେ ରକ୍ତ ଦାତା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *