ଆନନ୍ଦପୁର ଷ୍ଟେଟ ବ୍ୟାଙ୍କ ରେ ଗ୍ରାହକ ନିରାଶ

କାଉଣ୍ଟରରେ ଅଧିକାରୀଙ୍କ ବେଖାତିର ବ୍ୟବହାର l ସାଧାରଣ ଜନତା ନିରାଶ l କଚେରୀ ନୂଆ ବସ ଷ୍ଟାଣ୍ଟ ନିଟତରେ ଥିବା ଷ୍ଟେଟ ବ୍ୟାଙ୍କ ରେ ପ୍ରତିଦିନ ସହ ସହ ସଂଖ୍ୟରେ ଗ୍ରାହକ ଧାଡିରେ ଘଣ୍ଟା ଘଣ୍ଟା ଛିଡା ହେବା ପରେ ନିଜର ନମ୍ବର ଆସିବା ପରେ କାଉଣ୍ଟର ଥିବା ଅଧିକାରୀ ଉତ୍ତର ନିରାଶ କରି ଆନନ୍ଦପୁର ଉପଖଣ୍ଡରେ ଧୂର ଧୂରାନ୍ତରରୁ ଆସିଥିବା ଗ୍ରାହକଙ୍କୁ ନିରାଶ କରି ଫେରାଉ ଥିବାର ଅନେକ ବାର ଅଭିଯୋଗ ଆସିଲାଣି l କାଉଣ୍ଟରରେ ଥିବା ଆଦିକାରୀଙ୍କ ରୁକ୍ଷ ବ୍ୟବହାର ସାଧାରଣ ଜନତାଙ୍କୁ ନିରାଶ କରୁଛି l ପ୍ରତେକ କାମରେ ଅଧିକାରୀଙ୍କ କମ୍ପୁଟର ନେଟ ବାହାନା ଦେଖିବାକୁ ମିଳୁଛି l ଆଗାମୀ ଦିନରେ ଏସବୁ ସମସ୍ୟା ନ ସୁଧୁରିଲେ ସାଧାରଣ ଜନତା ରାଜ ରାସ୍ତା କୁ ଉଲ୍ଲାହି ବ୍ୟାଙ୍କ ଆଗରେ ଧାରଣା ଦେବେବୋଲି ଗଣମାଧ୍ୟମକୁ ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *