ମହମ୍ମଦଙ୍କ ଜୟନ୍ତୀ ଉତ୍ସବ
ପ୍ରଫେଟ ଉପଲକ୍ଷେ ଭଦ୍ରକ ସହର ସଜେଇ ହୋଇଛି । ଏହି ଉତ୍ସବ ନିମନ୍ତେ ପୁରୁଣା ବଜାର, ଚନ୍ଦନ ବଜାର ସମେତ କକେରୀ ବଜାର ସାଜସଜ୍ଜା ସାଙ୍ଗକୁ ଲେଜର ଲାଇଟର ଚମକରେ ଝଲସୁଛି। ରସବକୁ ଶାତି ଶୃଙ୍ଖଳାର ସହ ଶେଷ କରିବା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ପରେ ଆଜି ପୁଲିସ ପ୍ରଶାସନ ସଜାଗ ହୋଇଛି । ଆଜି ପୁଲିସ ପ୍ରଶାସନ ପକ୍ଷରୁ ପୌରପାଳିକା ଅଞ୍ଚଳରେ ଦ୍ଵାଗମାର୍ଚ କରାଯାଇଛି । ଭଦ୍ରକ ଏସପି କରୁଣ ଗୁଣ୍ଟୁପାଲି, ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ, ପୁରୁଣା ବଜାର ଥାନା ଆଇଆଇସି ନିରୋଜ ସାମଲ, ଟାଉନ ଆନାଧିକାରୀ ଅଜୟ ସୁଦର୍ଶନ ବାରେ ପ୍ରମୁଖଙ୍କ ନେତୃତ୍ୱରେ ଦଙ୍ଗା ନିୟନ୍ତ୍ରଣକାରୀ ଯାନ ସହ ସାରା ସହରରେ ପୁଲିସ ଫ୍ରାଗମାର୍କ କରିଛି। ସନ୍ଧ୍ୟା ବେଳେ ଏସପି ବରୁଣ ଗୁଣ୍ଟୁପାଳି ଭଦ୍ରକ ପୁରୁଣା ବଢାର ଥାନାରେ ଏନେଇ ସାମ୍ବାଦିକ ସମ୍ମିଳନ କରିଛନ୍ତି । ଏସିପି ଶ୍ରୀ ଗୁଣ୍ଟୁପାଲି କହିଛତି, ପ୍ରଫେଟ ମହମ୍ମଦ ଜୟନ୍ତୀ ଉପଲକ୍ଷେ ଏଥର ୬୭ କାଫେଲା ପରିକ୍ରମାରେ ବାହାରୁଛନ୍ତି। ଏଥିପାଇଁ ୩୧ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ। ଅଗନ ଶୃଙ୍ଖଲା ପରିଚାଳାନ ଦାୟିତ୍ଵରେ ୨ ଜଣ ଅତିରିକ୍ତ ଏସପି ସମେତ ୮ ଡିଏସପି ଓ ୨୫ ଅଇଆଇସି ରହିବେ। ୧୩୦ ଏସିଆର ଓ ଏଏସଆଇ, ଶହେ ହୋମଗାର୍ଡ ମିଶାଇ ୩୧ ପ୍ଲାଟୁନ ଫୋର୍ସ ସଜାଗ ରହିଛନ୍ତି। ଗୋଟିଏ ପ୍ଲାଟୁନ ସିଆରପିଏଫ ଯବାନ ମଧ୍ୟ ମହକୁଦ ଥିବା ସେ ସୂଚନା ଦେଇଛନ୍ତି। ୧୫ ତାରିଖ ଧାମନଗର, ତିହିଡ଼ି ଓ ପୀରହାଟ ଅଞ୍ଚଳର କପେଲା ପରିକ୍ରମାକରୁଛି । ୧୬ ତାରିଖ ଇତ୍କଳ ସହରର ଗଇନ ଅନ ଓ ପୁରୁଣା ବଢାର ଅଞ୍ଚଳରେ କଫେଲା ଶେଷତ୍ରା ରହିଛି । ସନ୍ଧ୍ୟା ୫୦ରୁ ଏହି ଶେଜସଜ୍ଜା ଅସମ ହେବ । ରାତି ୧୨ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ଶବ୍ଦରେ ନିଜେ ଜଳିବନି I କେବଳ ନର୍ମାଲ ଶବ୍ଦରେ କ୍ଷେତ୍ରା ମାଇକ୍ ଚାଳିବ ।

ମହଙ୍କର ଜଗନ୍ତ୍ରୀ ପାଇଁ ସେନିଆର ମିଡିଆ ୟୁଜରଙ୍କ ଉପରେ ପୁଲିସ ପ୍ରଶାସନ ପୁରା ନିଜର ରଖିଛି। କେହି ଆପଲିଜନକ ପୋଷ୍ଟ 9 କରିବାକୁ ପୁଲିସ ପକ୍ଷରୁ ପରମର୍ଶ ଦିଆଯାଇଛି। ଯଦି କେହି ଆଇନ ଅମାନ୍ୟ ହୋଇ ସେସିଆଲ ମିଡିଆରେ ଧର୍ମିକ ଭାବନା ମୁର୍ଶ ହେଲା ଭଳି ମଦ୍ୟ ପେଷ୍ଟ କରତି ଚଞ୍ଜଳ ନିର୍ଯ୍ୟାନୁଷ୍ଠାନ ନିଆଯିବ। କାହାରିକ ଛଡ଼ା ଯିବକି ବୋଲି ଏସପି ସୂଚନା ଦେଇଛନ୍ତି। ଏନେଇ ମଧ୍ୟ ଖତର ସାଇବର ସେଲ ପୁଲିସ ବିଭାଗ ଭୂଇ ସହର ଥିବା ଜଣାପଡ଼ିଛି।
