ନିଜ ମାଟି ପାଇଁ ସମର୍ପିତ ପୁରୁଷ ବିଷ୍ଣୁ ସେଠୀ
ଦିବଂଗତ ପୂର୍ବତନ ବିଧାୟକ ବି ବିଷ୍ଣୁ ସେଠୀଙ୍କ ଜନ୍ମମାଟି ତିହିଡ଼ିର କାଳୀ ପଡ଼ିଆରେ ତାଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଏହି ସ୍ମୃତି ଚାରଣ ସଭାରେ ଯୋଗଦେଇ ସେ କିପରି ଜଣେ ବଳିଷ୍ଠ ସାରସ୍ବତ ସାଧକ ସହିତ ଦକ୍ଷ ରାଷ୍ଟ୍ରବାଦୀ ସମାଜସେବକ ଥିଲେ ପ୍ରକାଶ କରିଥିଲେ । ଦୁଇଜଣ ଯାକ ଦୁଇ ଦୁଇ ଥର ଏକ ସଙ୍ଗେ ବିଧାୟକ ଥିବା ସମୟରେ ସମୃଦ୍ଧ ଓଡ଼ିଶା ଗଠନର ପରିକଳ୍ପନା ନେଇ ଦୁଇଜଣଙ୍କ ମଧ୍ୟରେ ହୋଇଥିବା ଆଲୋଚନା, ପ୍ରସ୍ତାବନା, ପରାମର୍ଶ , ଯୋଜନା ଆଦି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ସ୍ମୃତିଚାରଣ କରିଥିଲେ । ଭଦ୍ରକ ମାଟିର ନିଆରା ଲୋକକଳା ମୋଗଲ ତାମସାକୁ ଲୋକଲୋଚନକୁ ଆଣିବା, ଭଦ୍ରକ ମାଟିର କାଳଜୟୀ କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସୃଷ୍ଟି “ବନ୍ଦେ ଉତ୍କଳ ଜନନୀ” କୁ ରାଜ୍ୟ ସଂଗୀତ ମାନ୍ୟତା ପାଇଁ ତାଙ୍କର ଦୀର୍ଘ ଦିନର ଦାବି ପୂରଣ ହେବା ଆଦି ଘଟଣାର ମଧ୍ୟ ସେ ଅବତାରଣା କରିଥିଲେ । ଅନ୍ୟତମ ସମ୍ମା ସମ୍ମାନିତ ବିଷ୍ଣୁ ସେଠୀ ସ୍ମୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ଅତିଥ୍ ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବି.ଜେ.ପି.ର ଓଡ଼ିଶା ପ୍ରଦେଶ ପ୍ରଭାରୀ ବିଜୟ ପାଲ ତୋମାର ସିଂ, ରାଜ୍ୟ ସଭାପତି ମନମୋହନ ସାମଲ, ଜଙ୍ଗଲ ପରିବେ ବେଶ ଓ ଜଳବାୟୁ ପରିବର୍ତନ ଗଣେଶ ରାମ ସିଂ ଖୁଣ୍ଟିଆ, ଭଦ୍ରକ ସଂସଦ ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗ ଦେଇ ଜନ । ନିଭାଇବାରେ ବିଷ୍ଣୁ ସେଠୀ କିପରି ସଫଳ ପୁରୁଷ ଥିଲେ, ସେ ଏକାଧାରରେ ବିଚକ୍ଷଣ ରାଜନୀତି ବିଭାଗ ମନ୍ତ୍ରୀ ଜୀବନ ସହିତ ଆତ୍ମୀୟତା କିପରି ଜଣେ କବି, ଗାୟକ, ଗୁଣାବଳୀର ବିଷ୍ଣୁ ସେଠୀଙ୍କ ଅତିଥୁମାନଙ୍କ ଗହଣରେ । ରାଜନୀତିଜ୍ଞ, ସଂଗଠକ, ସମାଜ ସେବୀ ଜନନାୟକ ଥିଲେ ଆବର୍ତ୍ତମାନରେ ତାଙ୍କ ଗୁଣା । କରି ବିଷ୍ଣୁ ପଥରେ ପଥକ ହେବା ପାଇଁ ଆହ୍ୱାନ ଦେଇଥିଲେ ।

ଅତିଥୁମାନ ଚାରଣ ପାଣିଗ୍ରାହୀ ଓ ଚିତ୍ରଶିଳ୍ପୀ ଚୂଡ଼ାମଣି ଦାସଙ୍କ ଉପସ୍ଥିତିରେ ସ୍ୱର୍ଗତ ସେଠୀଙ୍କ କୃତି “ନଈପାଣି ନଈ ସୁବକ୍ତା, ଧର୍ମପତ୍ନୀ ଊର୍ମିଳା ଆ” ପୁସ୍ତକ ଲୋକାର୍ପଣ କରାଯାଇଥିଲା । ଭଦ୍ରକ ମାଟି ଯାଆ ମାଟିର କିଶୋରୀ ଚିତ୍ରଶିଳ୍ପୀ ପ୍ରତିଭା ସ୍ନେହା ଦାସ ପଟ୍ଟ ଚିତ୍ର ମୁଖ୍ୟମନ୍ତ୍ରୀଙ୍କୁ ଉପହାର ପ୍ରଦାନ କରିଥିଲେ । । ସେ ସେହିପରି ପଣ୍ଡିତ ଦୈତାରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଛବିର 6001″ ମହାପାତ୍ରଙ୍କ ଦ୍ୱାରା ସଂକଳିତ “ କବିତାରେ କବିତାରେ କବି ବିଷ୍ଣୁ ପୁସ୍ତକର ମଧ୍ୟ ଲୋକାର୍ପଣ ପରିଚାଳନା କରିଥିଲେ । v ସେଠୀଙ୍କ ସୁଯୋଗ୍ୟ ସନ୍ତାନ କରାଯାଇଥିଲା । ଉଦ୍ଘୋଷକ ମୃତ୍ୟୁଞ୍ଜୟ ରଥ ମଞ୍ଚ , ରାଜ୍ୟ ସରକାରଙ୍କର ଉଚ୍ଚ ଶିକ୍ଷା, ଯୁବସେବା ଓ କ୍ରୀଡ଼ା, ଓଡ଼ିଆ ସାହିତ ନିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ପରିଚାଳନା କରାଯାଇଥିଲା ଓ ଶେଷରେ ସେ ମହାପାତ୍ର ଓ ଅନ୍ୟ ଜନପ୍ରତିନିଧୂ, ବହୁ ଉପସ୍ଥିତ ଥିଲେ । ସୂରଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ଆୟୋଜନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଭଦ୍ରକ ବିଧାୟକ ସୀତାଂଶୁ ଶେଖର ସଂଖ୍ୟାରେ ସାହିତ୍ୟିକ, ସମ୍ବାଦିକ, ଜନସାଧାରଣ ଏହି କାର୍ଯ୍ୟକ୍ରମରେ
