ଆଚରଣ ବିଧିର ଉଲଂଘନ କରି ପୋଲସରା ଥାନା ଅଧିକାରୀ ଓ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଠାରେ ଅଭିଯୋଗ ପତ୍ର

ଗତ କାଲି ତା-୧୨/୦୧/୨୦୨୨ ପୋଲସରା ବ୍ଲକ୍ ଅନ୍ତର୍ଗତ ଚିରିକିପଡ଼ା ଶାସନ ପଞ୍ଚାୟତର ଶିବ ମନ୍ଦିର ପରିସରରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯେଉଁ ଭଳି ଭାବରେ ଆଚରଣ ବିଧିର ଉଲଂଘନ କରି ହଜାର ହଜାର ଲୋକଙ୍କୁ ଧରି ସଭା ଆୟୋଜନ କରାଗଲା ତାହା ଆଇନ ବିରୋଧ ଅଟେ। ତେଣୁ ଆଜି ତା-୧୩/୦୧/୨୦୨୨ ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ତାଙ୍କ ବିରୁଦ୍ଧରେ ଓଡ଼ିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ , ଗଞ୍ଜାମ ଜିଲ୍ଲାପାଳ ,ପୋଲସରା ଥାନା ଅଧିକାରୀ ଓ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଠାରେ ଅଭିଯୋଗ ପତ୍ର ଦାଖଲ କରାଗଲା।

ରିପୋର୍ଟ-ପୋଲସରାରୁ ସିମାଞ୍ଚଳ ବାଡତ୍ୟା।

Leave a Reply

Your email address will not be published. Required fields are marked *