ଭାରତ_ଆସିବେ_ଜିନ୍‌ପିଙ୍ଗ

ଭାରତ_ଆସିବେ_ଜିନ୍‌ପିଙ୍ଗ-ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ ଭାରତ ଗସ୍ତରେ ଆସିବା ସମ୍ଭାବନା-ଆସନ୍ତା ମାସ BRICS ସମ୍ମିଳନୀକୁ ଆସିବା ନେଇ ସୂଚନା-ଦୀର୍ଘ ୭ ବର୍ଷ ବ୍ୟବଧାନ ପରେ ଏକ ବଡ଼ ଟିମ୍‌ ସହ ଆସିବେ-ସେପ୍ଟେମ୍ବର ୧୨-୧୩ରେ ୪ ଶହ ଜଣିଆ ଟିମ୍‌ ସହ ଆସିପାରନ୍ତି-ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ନେଇ ସରକାରୀ ଭାବେ ଘୋଷଣା ହୋଇନି-NSA ଅଜିତ ଡୋଭାଲ ଚୀନ ଗସ୍ତରେ ଥିଲା ବେଳେ ବଢ଼ିଲା ଚର୍ଚ୍ଚା l

Leave a Reply

Your email address will not be published. Required fields are marked *