ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଅପମାନ କରିଥିବା କମ୍ପାନୀ ବିରୁଦ୍ଧରେ ଏଫାୟାର
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଅପମାନ କରିଥିବା କମ୍ପାନୀ ବିରୁଦ୍ଧରେ ଏଫାୟାରବିଦେଶ ର କମ୍ପାନୀ ଆଲି ଏକ୍ସପ୍ରେସ ଓଗୁଜୁରାଟ ରେ ଥିବା ଲିପୁନ ଆର୍ଟ୍ସ ନାମକ ଦୁଇଟି କମ୍ପାନୀ ବିରୁଦ୍ଧରେ ଆଜି ପୁରୀ ସାଇବର ଥାନା ରେ ଜଗନ୍ନାଥ ସେନା ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି, ଏହି କମ୍ପାନୀ ଗୁଡିକ ଶ୍ରୀ ଜଗନ୍ନାଥ ଙ୍କ ଛବି କୁ ପାମ୍ପଛ ରେ ନିର୍ମିତ କରି ପାଦ ର ପୋଛା ଭାବେ ବ୍ୟବହାର କରୁଥିବା ହେତୁ, ଏହି କମ୍ପାନୀ କୁ ଭାରତ ରୁ ବ୍ୟାନ କରିବା ଓ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁରୀ sp ଙ୍କୁ ଜଗନ୍ନାଥ ସେନା ତରଫରୁ ଦାବି କରାଯାଇଛି
