ସାଂସଦପ୍ରତିନିଧି ଓ ବିଜେପି କର୍ମୀ ଙ୍କ ଗୋଷ୍ଠିସ୍ଵାସ୍ଥ୍ୟକେନ୍ଦ୍ର ପରିଦରର୍ଶନ।

ରଘୁନାଥପୁର ତା ୩୦/୭:-ରଘୁନାଥପୁର ବିଜେପି ପକ୍ଷରୁ ବୁଧବାର ଗୋଷ୍ଠିସ୍ଵାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ଗଗନ ଚନ୍ଦ୍ର ଦାଶ,ପୂର୍ବତନ ଜିଲ୍ଲା ପରିଷଦ ଅଶୋକ କୁମାର ମହାରଣା, ପ୍ରଭଞନ ମଲ୍ଲିକ,ସରିତ ମହାପାତ୍ର, ନିର୍ମଳ ମହାପାତ୍ର,ଗଣେଶ୍ବର ସାହୁ,ପ୍ରଭାତ ପଣ୍ଡା,ସୈାମ୍ୟରଂଞନ ଭୂୟାଁ,ସୁଭେନ୍ଦୁ ଦାସ, ଅଜୟ ସ୍ବାଇଁ,ଜ୍ଞାନେନ୍ଦ୍ର ସ୍ବାଇଁ,ବିନୋଦବିହାରୀ ପଟ୍ଟନାୟକ,ହିମାଂଶୁ ପ୍ରଧାନ,ଅଜୟ ସାହୁ, ଅମୂଲ୍ୟ ମଲ୍ଲିକ,ଦିପ୍ତିରଞନ ସାହୁ,ବିଶ୍ବଜିତ ସ୍ଵାଇଁ,ମନୋଜ ରାଉତ,ପ୍ରମୁଖ ଗୋଷ୍ଠିସ୍ଵାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେ ସୁକାନ୍ତ କୁମାର ଦଳାଇ ଙ୍କ ସହ ବିଭିନ୍ନ ସମସ୍ୟା ବୁଝିବା ସହିତ ରୋଗୀମାନେ କିପରି ସହଜ ଓ ସୁବିଧା ରେ ସେବାପାଇପାରିବେ ସେ ସମ୍ପର୍କ ରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *