ପୁରୀ RPF ଦ୍ଵାରା ଧଉଳି ଏକ୍ସପ୍ରେସ ଟ୍ରେନରୁ ଜଣେ ଯୁବକ ଉଦ୍ଧାର

ପୁରୀ ରେଳଷ୍ଟେସନରେ RPF କର୍ମଚାରୀ ମାନେ ଧଉଳି ଏକ୍ସପ୍ରେସ ଟ୍ରେନରୁ ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଏହି ଯୁବକଙ୍କ ଶରୀରରେ ଅଧିକାଂଶ ସ୍ଥାନରେ ଫୋଟକା ହୋଇ ଚମଡା ଉଠିଯାଇଛି ।ତେବେ ଯୁବକ ଜଣଙ୍କ ଅସୁସ୍ଥ ଥିବାରୁ ସେ କିଛି କଥା କହିପାରୁ ନ ଥିବାରୁ ତାଙ୍କ ପରିଚୟ ମିଳିପାରିନାହିଁ । ଟ୍ରେନ ଯାଞ୍ଚ ସମୟରେ ଏହି ଯୁବକଙ୍କୁ ଠାବ କରିଥିଲା RPF ।

Leave a Reply

Your email address will not be published. Required fields are marked *