ଉଦ୍ୟାନ ବିଭାଗ ରେ ଉଡିଲା ଜାତୀୟ ପତାକା

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଉଦ୍ୟାନ ବିଭାଗ ପରିସର ମଧ୍ୟ ରେ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଅଛି । ଆଜିର ଏହି ମହାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଇକିଆ 18 ନମ୍ବର ଜୋନ ବିଜେପି ର ସାଧାରଣ ସମ୍ପାଦକ ସାମନ୍ତ ପ୍ରଧାନ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅତିଥି ଭାବେ ଉଦ୍ୟାନ ବିଭାଗ ଅଧିକାରୀ ପିତାମ୍ବର ହଂସ,ନିଖିଳ ଓଡ଼ିଶା ପ୍ରଦେଶ ଉଦ୍ୟାନ ସାଥୀ ସଭାପତି ଶ୍ରୀଯୁକ୍ତ ଜ୍ଞାନଚାନ୍ଦ୍ ପ୍ରଧାନ ଉପସ୍ଥିତ ରହିଥିଲେ।ମୁଖ୍ୟ ଅତିଥି ଓ ଅତିଥି ଙ୍କ ଦ୍ଵାରା ସ୍ଵାଧୀନତା ସଂଗ୍ରାମୀ ଙ୍କ ବଳିଦାନ ମନେ ପକେଇବା ସହିତ ସ୍ମୃତିଚାରଣ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି କର୍ମୀ, ଛାତ୍ର,ଛାତ୍ରୀ,shg ଗ୍ରୁପ ର ମହିଳା ଓ ସମସ୍ତ ଜନସାଧାରଣ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *