ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର

ନବୀନଙ୍କୁ_ଧର୍ମେନ୍ଦ୍ରଙ୍କ_କାଉଣ୍ଟର-ରେଢ଼ାଖୋଲରେ ନବୀନଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ କାଉଣ୍ଟର-ନବୀନ ବାବୁ ଛୋଟ ପିଲାଙ୍କୁ ଲଗାଇ ମୋତେ ଗୋ-ବ୍ୟାକ କହୁଛନ୍ତି-ଜୀବନ ଥିବା ଯାଏଁ ଓଡ଼ିଶାର ସମ୍ମାନହାନୀ ହେବାକୁ ଦେବିନି-ସାଢ଼େ ୪ କୋଟି ଓଡ଼ିଆଙ୍କ ମୁଣ୍ଡ ତଳକୁ ହେବାକୁ ଦେବିନି-ମୋ ଉପରେ ମହାପ୍ରଭୁ ଓ ମା’ ସମଲେଶ୍ବରୀଙ୍କ ଆଶୀର୍ବାଦ ଅଛି-ଲୋକଙ୍କ ସେବା କରିବା ଆମ ଦାୟିତ୍ବ: ଧର୍ମେନ୍ଦ୍ର ପ୍ରଧାନ l

Leave a Reply

Your email address will not be published. Required fields are marked *