ଚିଙ୍ଗୁଡ଼ି_ଘେରି_ପାଇଁ_ବନ୍ୟା

ଚିଙ୍ଗୁଡ଼ି_ଘେରି_ପାଇଁ_ବନ୍ୟା-ବନ୍ୟାର କାରଣ କହିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ-ହଜାର ହଜାର ଚିଙ୍ଗୁଡ଼ି ଘେରି ଜଳସ୍ରୋତକୁ ଅବରୋଧ କରୁଛି-ଅନେକ ଲୋକ ଏନେଇ ସବୁ ଜାଣି କିଛି କହୁନାହାନ୍ତି-କାରଣ ଚିଙ୍ଗୁଡ଼ି ଘେରିର ମାଲିକମାନେ ସବୁ ଦଳରେ ଅଛନ୍ତି-ଦରକାର ପଡ଼ିଲେ ଚିଙ୍ଗୁଡ଼ି ଘେରି ଭଙ୍ଗାଯିବ- ପ୍ରତାପ ଷଡ଼ଙ୍ଗୀ-ବାଲେଶ୍ୱରରେ ଇଞ୍ଜିନିଅରିଂ ତ୍ରୁଟି କାରଣରୁ ବନ୍ୟା ହେଉଛି-ଯେଉଁଠି ଆବଶ୍ୟକ ସେଠାରେ ପୋଲ କରଯାଇନାହିଁ-ସମୁଦ୍ର ଜଳସ୍ତର ଓ ନଦୀ ଜଳସ୍ତର ସମାନ ରହିଛି, ଜଳ ପାସ୍‌ କରୁନାହିଁ-କୁତ୍ରିମ ବନ୍ୟା ହେଉଛି, କିଛି ମାତ୍ରାରେ ଲୋକେ ବି ଦାୟୀ l

Leave a Reply

Your email address will not be published. Required fields are marked *