ନୂଆଁଖାଇ_ଲଗ୍ନ_ଧାର୍ଯ୍ୟ

ନୂଆଁଖାଇ_ଲଗ୍ନ_ଧାର୍ଯ୍ୟ- ବଲାଙ୍ଗିରରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ- ଶୈଳଶ୍ରୀ ପ୍ୟାଲେସରେ ତାରିଖ ଓ ସମୟ ଘୋଷଣା କଲେ ରାଜ ପୁରୋହିତ- ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ କରାଯିବା ପରେ ଘୋଷଣା- ମାଁ ପାଟଣେଶ୍ୱରୀ, ମାଁ ସମଲେଶ୍ୱରୀଙ୍କ ଏବଂ ପାଟଣା ମହାରାଜଙ୍କ ରାଶି ନକ୍ଷତ୍ରରେ ଲଗ୍ନ ଧାର୍ଯ୍ୟ- ଭାଦ୍ରବ

ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆସନ୍ତା ମାସ ସେପ୍ଟେମ୍ବର ୧୫ରେ ମା’ଙ୍କୁ ନବାନ୍ନ ଲାଗି ହେବ- ସକାଳ ୯ଟା ୩୬ରୁ ୧୦ଟା ୧୦ ମିନିଟ୍ ମଧ୍ୟରେ ମାଁ ପାଟଣେଶ୍ୱରୀ ନିକଟରେ ନବାନ୍ନ ଲାଗି ହେବ- ନୂଆଁଖାଇର ଆଦ୍ୟ ପରମ୍ପରା ପ୍ରଥମ କାର୍ଯ୍ୟ ଯାହାକି ଏହି ଲଗ୍ନ ଧାର୍ଯ୍ୟ ପରମ୍ପରା l

Leave a Reply

Your email address will not be published. Required fields are marked *