ଜାତୀୟ ସେବା ଯୋଜନା ମହାବିଦ୍ୟାଳୟ ସ୍ତରୀୟ ଉପଦେଷ୍ଟା କମିଟି ବୈଠକ

ସୋରଡ଼ା: ୧୩/୦୯/୨୫ ଗଞ୍ଜମ ଜିଲ୍ଲା ସୋରଡ଼ା ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟରେ ଆଜି ମହାବିଦ୍ୟାଳୟ ସ୍ତରୀୟ ସେବା ଯୋଜନା ର ମହାବିଦ୍ୟାଳୟ ସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଟିତ ହୋଇଥିଲା l ଏଥିରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରମେଶ ଚନ୍ଦ୍ର ପାଢି ଙ୍କ ଅଧ୍ୟକ୍ଷତା କରିଥିବା ବେଳେ କମିଟି ଆବାହକ ତଥା ସେବା ଯୋଜନା ଅଧିକାରୀ ଡଃ ହୃଷୀକେଶ ମିଶ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ l

ଅଧ୍ୟାପିକା ଶ୍ରୀମତୀ ସିପ୍ରା ପତ୍ର, ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ସ୍ଵାଇଁ ସ୍ୱେଚ୍ଛା ସେବୀ ଚନ୍ଦନ ଗୌଡ ପ୍ରିତିରlଣି ପତ୍ର ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଶ୍ରୀ ପ୍ରଦୀପ ସାହୁ ମୁକେଶ ଜେନା ,ରାଜୀବ ସାହୁ ,ସୂର୍ଯ୍ୟ ନାରାୟଣ ଡାକୁଆ,ନାରାୟଣ ଡାକୁଆ, ବାଇମନ ଡାକୁଆ ପ୍ରମୁଖ ସହାୟତା କରିଥିଲେ l

Leave a Reply

Your email address will not be published. Required fields are marked *