ବ୍ୟାସନଗରରେ ଶୁଭମୁକ୍ତି ଲାଭକଲା ଝିଲିକ୍ ଭଟ୍ଟାଚାର୍ଯ୍ୟ ଙ୍କ ଫିଲ୍ମ ଲହରୀ

*ବ୍ୟାସନଗରରେ ଶୁଭମୁକ୍ତି ଲାଭକଲା ଝିଲିକ୍ ଭଟ୍ଟାଚାର୍ଯ୍ୟ ଙ୍କ ଫିଲ୍ମ ଲହରୀ*ସାରା ରାଜ୍ୟରେ ୩୧ଟି ପ୍ରେଖ୍ୟାଳୟ ରେ ଅଭିନେତ୍ରୀ ତଥା ପ୍ରଯୋଜିକା ଝିଲିକ ଭଟାଚାର୍ଯ୍ୟ ଙ୍କ ଦ୍ଵାରା ନୂତନ କରି ଲଞ୍ଚ ହୋଇଥିବା ଫିଲ୍ମ ଲହରୀ ଏବେ ଦର୍ଶକ ଙ୍କ ମନରେ ଚହଳ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ଆଜି ଏହି ମୁଭି ଟିକୁ ଯାଜପୁର ରୋଡ ସରସ୍ବତି ମଲ୍ଟି ପ୍ଲେକ୍ସ ରେ ନିଜେ ପ୍ରଯୋଜିକା ଝିଲିକ କେକ କାଟି ଶୁଭ ଉଦଘାଟନ କରିଥିବା ଦେଖିବାକୁ ମିଳିଥିଲା।

ଏହି ମୁଭି କୁ ଦେଖିସାରିବା ପରେ ଦର୍ଶକ ଙ୍କ ମନରେ ବହୁତ ଉତତ୍ସାହ ର ଲହରୀ ଖେଳିଯାଇଥିବା ବେଳେଦର୍ଶକ ବହୁତ ଖୁସି ଥିବା ଦେଖିବାକୁ ମିଳିଥିବା। ହଲ ରେ ଦର୍ଶକ ସମ୍ପୂର୍ଣ ଭରପୁର ମନୋରଞ୍ଜନ ଉଠାଇଥିବା କହିଥିଲେ।ଯାଜପୁରରୁ ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *