ପୁରୀ ଜିଲ୍ଲା ଏସ୍ପି ଙ୍କ ନିର୍ଦ୍ଦେଶରେ ଏକ ବିଶେଷ ଅଭିଯାନ ହୋଇଛି।
ପୁରୀ ଜିଲ୍ଲା ଏସ୍ପି ଙ୍କ ନିର୍ଦ୍ଦେଶରେ ଏକ ବିଶେଷ ଅଭିଯାନ ହୋଇଛି। ଏହି ଅଭିମାନର ମୂଳ ଲକ୍ଷ୍ୟ ହେଉଛି- କଟୁରୀ, ଖଣ୍ଡା, ଭୁଜାଲି,ଟେଲେଙ୍ଗା କଟୁରୀ, ଧାରୁଆ ଅସ୍ତ୍ର, ଯାହାକି ଅପରାଧିମାନେ ଅସାମାଜିକ କାର୍ଯ୍ୟ ପାଇଁ ବ୍ୟବହାର କରନ୍ତି,ସେଗୁଡିକୁ ଜବତ କରିବା ଓ ଏପରି ପ୍ରବୃତ୍ତିକୁ ରୋକିବା ପାଇଁ କରାଯାଇଥିଲା। ପୁରୀ ସିଟି ସବ୍-ଡିଭିଜନର ସମସ୍ତ llC ମାନେ , ପୁରୀ ଏସ୍ପି ଙ୍କ ନିର୍ଦ୍ଦେଶରେ ବିଭିନ୍ନ କ୍ଲବ, ପରିଚିତ ଆଣ୍ଟି ସୋସିଆଲ ମାନଙ୍କ ଘର, ଧାରୁଆ ଅସ୍ତ୍ର ତିଆରି ସ୍ଥାନ, ଧାରୁଆ ଅସ୍ତ୍ର ବିକ୍ରୟ କେନ୍ଦ୍ର ମାନଙ୍କରେ ଚେକିଂ କରି ଥିଲେ। ଏହି ଅଭିମାନରେ ୭୦ଟି ଧାରୁଆ ଅସ୍ତ୍ର ସହ ୨ଜଣ ଅଣ୍ଟି ସୋସିଆଲଙ୍କୁ ଖଣ୍ଡା ସହିତ ଗିରଫ କରାଯାଇ,କୋର୍ଟ ଚାଲାଣ କରାଯାଇଛି। ଏହି ବିଶେଷ ଅଭିଯାନରେ ପୁରୀ ପୋଲିସ ଏକ ସଫଳ ପଦକ୍ଷେପ ନେଇଛି। ଏହା ସାଧାରଣ ଲୋକଙ୍କ ସୁରକ୍ଷା ଓ ସାମାଜିକ ସୁସ୍ଥିରତା ପାଇଁ ବିଶେଷ ସୁବିଧା ହେବା
