ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ସ୍ୟାଣ୍ଡ ଆନିମେଶନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ସ୍ୟାଣ୍ଡ ଆନିମେଶନ ଜରିଆରେ ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ, whats appAr – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସକୁମାର ସାହୁ ବାଲୁକା ଆନିମେସନ ମାଧ୍ୟ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି |

ଶିଳ୍ପୀ ମାନସ ପ୍ରଭୁ ବିଶ୍ୱକର୍ମା ଏବଂ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ନିର୍ମାଣ କରିଛନ୍ତି ଏହି 1ମିନିଟ 15 ସେକେଣ୍ଡ ଭିଡ଼ିଓକୁ ନିର୍ମାଣ କରିବାକୁ ତାଙ୍କୁ ୨ଘଣ୍ଟା ସମୟ ଲାଗିଥିଲା ଏଥିରେ ସେ Happy Birthday ର ଶୁଭେଚ୍ଛା ଦେବା ସହ Modi A Dazzling Diamond ର ବାର୍ତ୍ତା ମଧ୍ୟ୍ୟ ଦେଇଛନ୍ତି|
