ବାଲିହରଚଣ୍ଡୀ ନିକଟରେ ଗଣ ଦୁଷ୍କର୍ମ ଘଟଣା l

ପୁରୀ ବାଲିହରଚଣ୍ଡୀ ନିକଟରେ ଗଣ ଦୁଷ୍କର୍ମ ଘଟଣା l ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଶିବା ସାହୁଙ୍କୁ ଡାକ୍ତରୀ ମାଇନା କରି ଗିରଫ କରାଯାଇଥିବାବେଳେ ଗତକାଲି ରାତିରେ ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରା ଓରଫ କାଳିଆକୁ ଡାକ୍ତରୀ ମାଇନା କରାଯାଇଛି l ମନୋଜ ବେହେରାକୁ ତିରୁପତିରୁ ଗିରଫ କରାଯାଇଛି |

Leave a Reply

Your email address will not be published. Required fields are marked *