ଆନନ୍ଦପୁର ମହାବିଦ୍ୟାଳୟର ରସାୟନବିଜ୍ଞାନ ବିଭାଗର ହିନ୍ଦୀ ଦିବସ ପାଳନ
ଆନନ୍ଦପୁର ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ବିଭାଗ ର ସେମିନାର ହଲ ରେ ହିନ୍ଦୀ ବିଭାଗ ର ଅଧ୍ୟାପିକା ଶବିନା ଆର ବେଗମ୍ ଙ୍କ ସଂଯୋଜନା ରେ ହିନ୍ଦୀ ଦିବସ ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ଙ୍କ ସଭାପଟିତ୍ୟ ରେ ପାଳନ କରାଯାଇ ଅଛିସମ୍ମାନିତ ଅତିଥି ଭାବେ ଡକ୍ଟର ନିମାଇଁ ଚରଣ ରାଉତ,ଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର,ପ୍ରଫୁଲ୍ଲ କୁମାର ପଣ୍ଡା,ଅନିତା ଦାସ,ଭାରତୀ ସାହୁ,ଡକ୍ଟର ଉତ୍ତମ କୁମାର ପାଣିଗ୍ରାହୀ,ଆଦ୍ୟଦେବ ମହାନ୍ତି ,ପୁଷ୍ପଲତା ରାମ ପ୍ରମୁଖ ଯୋଗ ଦେଇଥିବା ବେଳେ,ମୁଖ୍ୟ ବକ୍ତା ଭାବେ ଡକ୍ଟର କମଳିନୀ ପାଣିଗ୍ରାହୀ ଯୋଗ ଦେଇ ଏହି ଉତ୍ସବ ପାଳନ କରିବାର ଉଦେଶ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ.ଛାତ୍ରୀ ମନିଷା ସିଂହ,ଶୁଭଲକ୍ଷ୍ମି ନାୟକ,ଦେବସ୍ମିତା ଜେନା ହିନ୍ଦୀ କେବଳ ଆମ ଭାରତ ର ରାଷ୍ଟ୍ରୀୟ ଭାଷା ନୁହେଁ ଏହା ଆମର ସଂସ୍କୃତି,ଏହା ଆମର ପରିଚୟ ଏହା ଆମ ଆତ୍ମା ର ସ୍ୱର ବୋଲି ଆଲୋଚନା କରିଥିଲେ,ଶେଷରେ ଅଧ୍ୟାପିକା ସବିନା ଆର ବେଗମ ଧନ୍ୟବାଦ୍ ଅର୍ପଣ କରିଥିଲେ.ଡକ୍ଟର ପାଣିଗ୍ରାହୀ ଙ୍କୁ ଅଧ୍ୟକ୍ଷ ଡକ୍ଟର ମିଶ୍ର ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ.
