ସଂକଳ୍ପ ଫାଉଣ୍ଡେସନ ତରଫରୁ ବିଶ୍ଵ ଶାନ୍ତି ଦିବସ ପାଳନ

ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ,ପୁରୀ ତରଫରୁ ଅଧକ୍ଷା ଶ୍ରୀମତୀ ସୁଚରିତା ପାଢିଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ *ବିଶ୍ଵ ଶାନ୍ତି* ଦିବସ ଅନୁଷ୍ଠାନ ତରଫରୁ ମଙ୍ଗଳା ଘାଟ ବ୍ରିଜ ନିକଟ ଶ୍ରୀ ବାଲିକପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପଦାନ ସହିତ ଏକତ୍ରିତ ଶ୍ରୀମଦ ଦ୍ଭଗବତ ଗୀତା ପଠନ ଭଗବତ ଗୀତା ପୁସ୍ତକ ପ୍ରଦାନ କରାଯାଇ ଶାନ୍ତିର ବାର୍ତ୍ତା ପ୍ରଚାର କରାଯାଇଥିଲା ଏଥିରେ ଆଧ୍ୟାତ୍ମିକବିଦ୍ ଶ୍ରୀଯୁକ୍ତ ବୀରନନ୍ତ ପଣ୍ଡା, ଶୁଶ୍ରୀ ପୁଷ୍ପିତା ପଟ୍ଟନାୟକ, ଡ଼.ଶଶିକାନ୍ତ ରଥ, ହରଷ ରାଉତ ଶ୍ରୀଯୁକ୍ତ ହରିହର

ବେହେରା, ନମିତା ନାୟକ, ବାସନ୍ତୀ ସାହୁ ,ଗାୟତ୍ରୀ ବିଶ୍ଵକର୍ମା ,ପୂର୍ଣ୍ଣିମା ରଥ, ଜୟନ୍ତୀ ବାରିକ ପ୍ରଭୃତି ଯୋଗଦାନ କରିଥିଲେ । ପରିଶେଷରେ ଆଶ୍ରମ ପରିସର ରେ ଠାରେ ଡ. ଶଶିକାନ୍ତ ରଥ ଅନ୍ତେବାସୀ ମାନଙ୍କୁ ଶ୍ରୀମଦ୍ ଭଗବତ୍ ଗୀତା ଶ୍ରବଣ କରାଇଥିଲେ .

Leave a Reply

Your email address will not be published. Required fields are marked *