କାଳିଆ ସାଆନ୍ତ ଙ୍କର ରତ୍ନଭଣ୍ଡାର ଗଣତି

ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଆଜି ସୋମବାର ଦିବା ଏଗାର ଘଟିକା ସମୟରେ କାଳିଆ ସାଆନ୍ତ ଙ୍କର ରତ୍ନଭଣ୍ଡାର ଗଣତି ମଣନ୍ତି ଦାବୀରେ ଓ ରତ୍ନଭଣ୍ଡାର ଲୁଟ୍ ର ସିବିଆଇ ତଦନ୍ତ ଦାବିରେ ତଥା ଦୋଷୀଙ୍କୁ ଦଣ୍ଡ ବିଧାନ ପାଇଁ ଚକ୍ରତୀର୍ଥ ରୋଡ୍ ରେ ଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ର ଶଶୁର ଘର ତଥା ମ‌ହାଲକ୍ଷ୍ମୀ ଙ୍କର ବାପଘର ଠାରେ ସମୁହ ପ୍ରାର୍ଥନା ଓ ଦୀପଦାନ କରାଯିବାସହ ଗଣବିକ୍ଷୋଭ ତଥା ଆନ୍ଦୋଳନ କରାଗଲା 🙏🙏

Leave a Reply

Your email address will not be published. Required fields are marked *