କମ୍ୟୁନିଟି ସପୋର୍ଟ ଷ୍ଟାଫ ଙ୍କ ତରଫରୁ ଆଜି ପୁରୀ ସଦର bdo ଅଫିସ ସମୁଖ ରେ ଧାରଣା ଦିଆଯାଇ

ଅଲ ଓଡିଶା gplf କର୍ମୀ ସଙ୍ଘ ତରଫରୁ 314ଟି ବ୍ଲକର କମ୍ୟୁନିଟି ସପୋର୍ଟ ଷ୍ଟାଫ ଙ୍କ ତରଫରୁ ଆଜି ପୁରୀ ସଦର bdo ଅଫିସ ସମୁଖ ରେ ଧାରଣା ଦିଆଯାଇଛି ଦୀର୍ଘ 6ମାସ ହେଲା ପାରିଶ୍ରମିକ ନ ପାଇବା ହେତୁ ଆଜି bdo ଅଫିସ ଘେରାଉ କରାଯାଇଥିଲା, ଆମକୁ ଯାହା ପାରିଶ୍ରମିକ ମିଳୁଥିଲା ଆମକୁ ଦିଆଯାଉ ଆଗାମୀ ଦିନରେ ଏହି ସମସ୍ୟା ଯେପରି ନ ହେବ ଓ ଏହାର ସ୍ଥାୟୀ ସମାଧାନ କରା ନ ଗଲେ ଆମେ ଧାରଣା ରୁ ଉଠିବୁ ନାହିଁ ବୋଲି କହିଛନ୍ତି ସମ୍ପାଦିକା ନିରୁପମା ନାୟକ, ଅନ୍ୟ ପଟେ bdo ଓ ସେବା କର୍ମୀ ଙ୍କ ବଚସା ରେ bdo ଉତକ୍ଷିପ୍ତ ହୋଇ ଅଫିସ ର କବାଟ ଭାଙ୍ଗି ବାହାରକୁ ଆସିବାକୁ ପଡିଥିଲା ପର ମୁହୂର୍ତ ରେ ସମୁଦ୍ର କୁଳ ଥାନା ଅଧିକାରୀ ଆସି ସମସ୍ୟା କୁ ସମାଧାନ କରିବା ପରେ, ସେବକର୍ମୀ ଙ୍କ ତରଫରୁ bdo ଙ୍କୁ ଦାବିପତ୍ର ଦିଆଯାଇଥିଲା

Leave a Reply

Your email address will not be published. Required fields are marked *