କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଶଦ୍ଦ ଓ ଆଲୋକ ପ୍ରକଳ୍ପ ଉନ୍ନତିକରଣ ଲୋକାର୍ପିତ
Date- 21/11/୬କୋଟି ୩୦ଲକ୍ଷ୍ୟ ୬ହଜାର ବେୟରେ ସୂର୍ଯ୍ୟ ମନ୍ଦିର ଲାଇଟ୍ ଆଣ୍ଡ ସାଉଣ୍ଡ ଉଦ୍ଘାଟନ କଲେ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା। କୋଣାର୍କ ର ଇତିହାରସ ଓ ଗାଥା କୁ ନେଇ ସୂର୍ଯ୍ୟ ମନ୍ଦିର ପାଦ ଦେଶରେ ଆଲୋକ ଓ ଧ୍ଵନି ରେ ପର୍ଯ୍ୟଟନ ବିଭାଗ ପକ୍ଷେ ରୁ ନୂତନ ଭାବେ ଆଲୋକ ଧ୍ଵନି ର ଦୃଶ୍ୟ ବେଶ୍ ଚିତ ଆକର୍ଶକ ଥିଲା । ୬କୋଟି ୩୦ଲକ୍ଷ ଟଙ୍କା ବେୟରେ କରଯାଇଥିବା ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଦ୍ଵାରା ସୂର୍ଯ୍ୟ ମନ୍ଦିର କୁ ବୁଲିବାକୁ ଆସୁଥିବା ଦେଶ ବିଦେଶ ରୁ ପର୍ଯ୍ୟଟକ କୋଣାର୍କ ର କଥା ଗାରିମା ଏବ ସୂର୍ଯ୍ୟ ମନ୍ଦିର ର ନିଖୁଣ କାରୁ କାର୍ଯ୍ୟ କୁ ଏହି ଚିତ୍ର ଦ୍ଵାରା ଭରପୁରୁ ଉପଭୋଗ କରିପାରିବେ । ଏହି କାର୍ଯ୍ୟ କରମ୍ ରେ ଉପ ମୁଖ୍ୟ ମନ୍ତ୍ରୀଙ୍କ ସହିତ ଜଗତ ସିଂହପୁରୀ ସାଂସଦ ବିଭୁ ପ୍ରସାଦ ତରାଇ, ପର୍ଯ୍ୟଟନ ସଚିବ ବାଲ ବନ୍ତ୍ ସିଂହ ଓ ବିଭିନ୍ନ ଅଧିକାରୀମାନେ ଏହି ସୋ କୁ ୪୫ ମିନିଟ ଧରି ଦେଖିଥିଲେ। ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଦ୍ଵାରା ପର୍ଯ୍ୟଟନ ମାନେ ଆକୃଷ୍ଟ ହେବେ ବୋଲି ଉପ ମୁଖ୍ୟ ମନ୍ତ୍ରୀ କହିଥିଲେ ।
