ୱେଷ୍ଟଇଣ୍ଡିଜ୍_ବିପକ୍ଷରେ_ଟିମ୍_ଇଣ୍ଡିଆ_ଘୋଷଣା
#ୱେଷ୍ଟଇଣ୍ଡିଜ୍_ବିପକ୍ଷରେ_ଟିମ୍_ଇଣ୍ଡିଆ_ଘୋଷଣା-ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି ଟ୍ବେଣ୍ଟି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା-ଦିନିକିଆ ଦଳରେ ସ୍ଥାନ ବଜାୟ ରଖିଲେ ରୋହିତ ଶର୍ମା ଓ ବିରାଟ କୋହଲି-ଗିଲ୍ ଅଧିନାୟକ, ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ ରାହୁଲ ଉପଅଧିନାୟକ-ହାର୍ଦ୍ଦିକ ପାଣ୍ଡ୍ୟା ଓ ପନ୍ତଙ୍କୁ ମିଳିଲାନି

ସୁଯୋଗ, ଜୁରେଲଙ୍କୁ ମିଳିଲା ସ୍ଥାନ-ଶ୍ରେୟାସ ଆୟରଙ୍କ ନେତୃତ୍ବରେ ୧୫ ଜଣିଆ ଟି ଟ୍ବେଣ୍ଟି ଦଳ ଘୋଷଣା-ଟି ଟ୍ବେଣ୍ଟି ଦଳରେ ବୈଭବ ସୂର୍ଯ୍ୟବଂଶୀକୁ ମିଳିଲା ସୁଯୋଗ
