ସରକାରୀ ଉପ୍ରା ବିଦ୍ୟାଳୟ, ହରିହଂସ, ତରଫ ରୁ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ପତିଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା

ସରକାରୀ ଉପ୍ରା ବିଦ୍ୟାଳୟ, ହରିହଂସ, ତରଫ ରୁ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ପତିଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ପୂର୍ବତନ ପ୍ରଧାନଶିକ୍ଷକ ବଲେଖ ଚନ୍ଦ୍ର ନାୟକ ସଭାପତିତ୍ୱ ରେ ଅତିଥି ଧୂଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ଅଧ୍ୟାପକ ନିକୁଞ୍ଜ କିଶୋରେ ଯେନା, ଅତିରିକ୍ତ ଗୋଷ୍ଠି ଅଧିକାରୀ ସତ୍ୟସୁନ୍ଦର ପରିଡା, ଆନନ୍ଦପୁର ଗୋଷ୍ଠୀ ଶିକ୍ଷାଧିକାରୀ ହେମେନ୍ଦ୍ର ମହାନ୍ତି, ଧାମନଗର ବ୍ଲକ ସଭାପତି ଶର୍ମିଷ୍ଠା ବେହେରା, ସିଆରସିସି ଅଭୟ ସାହୁ ଉପସ୍ଥିତ ରହି ବିଦାୟୀ ଶିକ୍ଷୟତ୍ରୀ ଙ୍କ ଗୁଣଗାନ କରି ମାନପତ୍ର, ଗୀତ, ଫୋଟଚିତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏଥିରେ ଶିକ୍ଷକ ସଞ୍ଜୟ କୁମାର ବିନ୍ଧାଣି ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ ଏଥିରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଦୀପିକା ବିଶ୍ୱାଳ, ଅମିତା ମହାଳିକ, ପୁଷ୍ପଲତା ପାଣିଗ୍ରାହୀ, ଜ୍ୟୋତ୍ସ୍ନାରାଣୀ ନାୟକ ସହଯୋଗ କରିଥିଲେ ଏବଂ ବିଭିନ୍ନ କ୍ଲଷ୍ଟର ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗଦେଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ

Leave a Reply

Your email address will not be published. Required fields are marked *