ମେଗା ଆୟୁର୍ବେଦିକ କେନ୍ଦ୍ର ଉଦ୍ଘାଟନ
ମେଗା ଆୟୁର୍ବେଦିକ କେନ୍ଦ୍ର ଉଦ୍ଘାଟନ l ପୁରୀ ମୁକୁନ୍ଦ ମିଶ୍ର ନଗର ସାମ୍ନାରେ ମେଗା ଆୟୁର୍ବେଦିକ କେନ୍ଦ୍ର ର ଶୁଭରମ୍ଭ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଯୁକ୍ତ ଶିବାଶିଷ ନନ୍ଦ ଯୋଗ ଦେଇଥିଲେ ସଂମାନ୍ୱିତ ଅତିଥି ଭାବରେ ଶ୍ରୀ ଯୁକ୍ତ ଦେବାଶିଷ ଦେବନାଥ, ଶ୍ରୀ ଯୁକ୍ତ ରାକେଶ ବେହେରା, ଏବଂ ଶ୍ରୀ ଯୁକ୍ତ ନିରଞ୍ଜନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି କିଭଳି ଆୟୁର୍ବେଦ ବ୍ୟବହାର କରାଯିବ, ନିଜର ମନ୍ତବ୍ୟ ଦେଇଥିଲେ, ଲୋକମାନଙ୍କୁ ଆୟୁର୍ବେଦ ର ଗୁରୁତ୍ୱ ଏବଂ କିପରି ପ୍ରକୁତିଗତ ଜିନିଷ ବ୍ୟବହାର କରି ସ୍ୱାସ୍ଥବାନ ରହି ପାରିବେ ସେଥିପାଇଁ ସଚେତନ କରିଥିଲେ
