ଗୋଠିଣା ଗ୍ରାମରେ ୩୦ତମ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ।

ରଘୁନାଥପୁର —ତା ୨୫:୧:–ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଗୋଠିଣା ଗ୍ରାମର ମାଁ ନାରାୟଣୀ ଓ ଶଙ୍କରଶ୍ବର ମନ୍ଦିର ପ୍ରାଙ୍ଗଣରେ ଆଜକୁ ୩୦ତମ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ହୋଇଆସୁଛି। ଏହି ସଂକ୍ରିତ୍ତନ ଆଜି ଭୋର ୬ଟାରୁ ଆରମ୍ଭ ହୋଇ ଗତକାଲି ୬ଘଟିକା ପ୍ରଥମ ପର୍ଯ୍ୟନ୍ତ ନାମ ସଂକୀର୍ତ୍ତନ ଚାଲୁଥିବା ର ଜଣାଯାଇଛି। ଏଠାରେ ସୁଚନା ଥାଉ କି ଏହି କାର୍ଯ୍ୟକ୍ରମରେ ଆଖ ପାଖ ଗାଆଁର ୧୦ଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିବା ଜଣାଯାଇଛି। ଏହି କାର୍ଯ୍ୟକ୍ରମ କୁ ଗୋଠିଣା ଗ୍ରାମର ସମସ୍ତ ଗ୍ରାମବାସୀ ସାହାଯ୍ୟ ଓ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଅଛି।

2 thoughts on “ଗୋଠିଣା ଗ୍ରାମରେ ୩୦ତମ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ।

Leave a Reply

Your email address will not be published. Required fields are marked *