ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଚେତାବନୀ

ରାତି ୮ଟା ଯାଏଁ ଡେଡଲାଇନ୍ଦେଲେ ଟ୍ରମ୍ପ l ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଚେତାବନୀ-ଆଜି ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଆମେରିକା ରାଷ୍ଟ୍ରପତି-ହର୍ମୁଜ ପ୍ରାଣାଳୀ ଖୋଲିବା ସହ ଆମେରିକା ସହ ଡିଲ୍ ପାଇଁ ଦାବି-ଗୋଟିଏ ରାତିରେ ହିଁ ଚାହିଁଲେ ଇରାନକୁ ଶେଷ କରିଦେବୁ-ଇରାନରେ କୌଣସି ସେତୁ କି ବିଦ୍ୟୁତ୍ ପ୍ଲାଣ୍ଟ ରହିବ ନାହିଁ-ପ୍ରସ୍ତର ଯୁଗକୁ ଫେରିବ କହି ପୁଣି ଧମକାଇଲେ ଟ୍ରମ୍ପ୍-ଇରାନ ବିରୋଧରେ ଏଭଳି ପଦକ୍ଷେପ ୪୭ ବର୍ଷ ପୂର୍ବରୁ ନେବାର ଥିଲା l

Leave a Reply

Your email address will not be published. Required fields are marked *