ASI_ପ୍ରଭାସିନୀ_ସାହୁ_ମୃତ୍ୟୁରେ_ବଡ଼_ଟ୍ବିଷ୍ଟ
#ASI_ପ୍ରଭାସିନୀ_ସାହୁ_ମୃତ୍ୟୁରେ_ବଡ଼_ଟ୍ବିଷ୍ଟ-ଥାନାରେ ଏତଲା କଲେ ପ୍ରଭାସିନୀଙ୍କ ବାପା-ସ୍ବାମୀ, ଶାଶୁ ଏବଂ ଶ୍ବଶୁରଙ୍କ ନାଁରେ ସଂଗୀନ ଅଭିଯୋଗ-ପ୍ରଭାସିନୀଙ୍କୁ ଦିଆଯାଉଥିଲା ମାନସିକ ନିର୍ଯାତନା-ଶ୍ବଶୁର କହିଲେ ବୋହୂ ଉପରେ ଥିଲା କାମ ଚାପ-ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଏସଆଇ ପ୍ରଭାସିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ଆସିଛି ବଡ଼ ଟୁଇଷ୍ଟ-ମୃତ୍ୟୁର ପାଞ୍ଚ ଦିନ ପରେ ଥାନାରେ ଏତଲା କରିଛନ୍ତି ପ୍ରଭାସିନୀଙ୍କ ବାପା ଭୀମସେନ ସାହୁ-ଏତଲାରେ ସିଧା ସ୍ବାମୀ ଏବଂ ଶାଶୁ ଶ୍ବଶୁରଙ୍କ ନାଁରେ ଅଭିଯୋଗ କରିଛନ୍ତି ଭୀମସେନ-ଚାକିରି ପାଇଁ ସ୍ବାମୀ ଓ ଶାଶୁଘର ଲୋକ ନିୟମିତ ଭାବେ ପ୍ରଭାସିନୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ଆଣିଛନ୍ତି-ଏନେଇ ପୁରୁଷୋତ୍ତମପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି l
