ଯୁବ ବିଧାୟକ ଙ୍କୁ ସମ୍ବର୍ଦ୍ଧନା

ଯୁବ ବିଧାୟକ ଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଭଦ୍ରକ ବିଧାୟକ ଶିତାଶୁ ଶେଖର ମହାପାତ୍ର ଚୟନ ପରେ ଆଜି ଭଦ୍ରକ ଜିଲ୍ଲାବାସୀ ଓ ଭଦ୍ରକ ବିଜେପି ପରିବାର ପକ୍ଷରୁ ଆୟୋଜିତ ବିଶାଳ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସଭାରେ ସାମିଲ ହୋଇ ଥିଲେ ଭଦ୍ରକ ସାଂସଦ ଶ୍ରୀ ଯୁକ୍ତ ଅଭିମନ୍ୟୁ ସେଠୀ ଏବଂ ସମସ୍ତ ମଣ୍ଡଳ ସଭାପତି ବୁଥ କମିଟିର ସଭାପତି ଦଳିୟ କାର୍ଯ୍ୟା କର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ ବିଶାଳ ମଟର ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା ଫୁଲ ଗୁଛ ଉତ୍ତରୀ ଦେଇ ସ୍ବାଗତ କରାଯାଇଥିଲା ସମସ୍ତ ସଦସ୍ୟ ଗୌରବ ଓ ଆନନ୍ଦ ଅନୁଭବ କରିଥିଲେ।ଏହି ପବିତ୍ର ଅବସରରେ ଗୋଶାଳା ପରିସରରେ ଗୋମାତାଙ୍କ ପୂଜା କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ। ଆଧ୍ୟାତ୍ମିକ ଅନୁଭୂତି ରହିଲା।ଏହି ସମ୍ମାନକୁ ସେବାର ଏକ ଦାୟିତ୍ୱ ଭାବେ ଗ୍ରହଣ କରି ଭଦ୍ରକ ଜିଲ୍ଲାର ସାମଗ୍ରିକ ଉନ୍ନତି ଓ ଲୋକମାନଙ୍କର କଲ୍ୟାଣ ପାଇଁ ନିରନ୍ତର ପ୍ରୟାସ କରିବେ ବୋଲି ଶିତାଶୁ ଶେଖର ମହାପାତ୍ର କହିଥିଲେ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ।

Leave a Reply

Your email address will not be published. Required fields are marked *