ଆସ ବହିଟିଏ କିଣିବା କାର୍ଯକ୍ରମ
ଓଡ଼ିଆ ପକ୍ଷ ପାଳନ ଅବସର ରେ ଆନନ୍ଦପୁର ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଭାର ପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ନିମାଇଁ ଚରଣ ରାଉତ ଙ୍କ ଅଧ୍ୟକ୍ଷତା ରେଆଶବହିଟିଏ କିଣିବା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛିମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ,ଲେଖକ,ପ୍ରାବନ୍ଧିକ,କବି, ସାହିତ୍ୟିକ,ଗାଳ୍ପିକ ଓ ଐତିହାସିକ ପ୍ରଫେସର ରମାକାନ୍ତ ନାୟକ ମୁଖ୍ୟ ଅତିଥି,ଓ ଲେଖକ ଡକ୍ଟର ବଶିଷ୍ଠ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆସ ବହିଟିଏ କିଣିବା କାର୍ଯକ୍ରମ ର ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ ଓ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା,କର୍ମଚାରୀ ଲେଖକ ମାନଙ୍କ ଠାରୁ ବହି କିଣିଥିଲେଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଶ୍ରିଲେଖା ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ କାହୁଁ ଚରଣ ଜେନା ଧନ୍ୟ ବାଦ ଅର୍ପଣ କରିଥିଲେଲେପ୍ଟ ନା ନ୍ଟ ରଘୁ ଦୀପ୍ତି ନାୟକ ଓଡ଼ିଆ ଭାଷା ଆମର ପରିଚୟ ଓ ଆମେ ଓଡ଼ିଆ ଭାଷା କୁ ବଞ୍ଚାଇବାକୁ ଚେଷ୍ଟା କରିବା ଉଚିତ୍ ବୋଲି ମତ ରଖିଥିଲେପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ପଣ୍ଡା,ଭଗବାନ ସାହୁ,ସଂଘମିତ୍ରା ରାଉତ,ମଧୁସ୍ମିତା ସାହୁ,ନୀହରିକା ପାତ୍ର,ପୁଷ୍ପଲତା ରାମ,ଶବିନା ଆର ବେଗମ ,ଡକ୍ଟର ରବୀନ୍ଦ୍ର କୁମାର ସାହୁ,ସତ୍ୟବ୍ରତ ସ୍ୱାଇଁ ତଥା ଛାତ୍ର ଛାତ୍ରୀ ମାନେ କାର୍ଯକ୍ରମ ପରିଚାଳନା କରିଥିଲେ l
