ଦଶମ ଶ୍ରେଣୀ CBSE ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ଅର୍ଜନ
ଚଳିତ ଦଶମ ଶ୍ରେଣୀ CBSE ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ଅର୍ଜନ କରିଥିବା ଟିନା ରଥ ଓ ଆଲିଶା ବିଶ୍ୱାଳ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି💠ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଭୟ ଟପ୍ପରଙ୍କୁ ଅଭିନନ୍ଦନ ଜଣାଇବା ସହ ରୂପା ତାରକସିର ଉପହାର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଛନ୍ତି
