ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ପୁନର୍ଗଠିତ
ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ପୁନର୍ଗଠିତ-ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ପୁନର୍ଗଠିତ-ମାତ୍ର ଦୁଇ ଦିନ ମଧ୍ୟରେ ବଦଳିଲା ବିଜ୍ଞପ୍ତି-ମୁଖ୍ୟ ଶାସନ ସଚିବଙ୍କ ସ୍ଥାନରେ ଅଧ୍ୟକ୍ଷ ହେଲେ SSEPD ମନ୍ତ୍ରୀ-ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ସୁରକ୍ଷା ଓ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବ ବୋର୍ଡ
