ବିଜେପି ତାଲିକାରେ ଆପ୍ର ୭ ସାଂସଦ
ବିଜେପି ତାଲିକାରେ ଆପ୍ର ୭ ସାଂସଦ-ବିଜେପି ତାଲିକାରେ ଯୋଡ଼ି ହେଲେ ଆପ୍ର ୭ ଜଣ ସାଂସଦ-ନିକଟରେ ଆପ୍ ଛାଡିଥିବା ୭ ସାଂସଦଙ୍କ ନାଁ ତାଲିକାରେ-ଲିଷ୍ଟରେ ରାଘବ ଚଢା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ-ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତାଙ୍କ ନାଁ-ଡକ୍ଟର ବିକ୍ରମଜିତ୍ ସିଂ ସାହାଣୀଙ୍କ ନାଁ ମଧ୍ୟ ବିଜେପି ଲିଷ୍ଟରେ-ଏବେ ରାଜ୍ୟସଭାରେ ୧୧୩ ହେଲା ବିଜେପି ସାଂସଦଙ୍କ ସଂଖ୍ୟା
