ଆସାମ ଓ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା
ଡବଲ ଇଂଜିନ ସରକାର ନିଶ୍ଚିତ: ବୈଜୟନ୍ତ l ଆସାମ ଓ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା-ଏଥର ଆସାମରେ ଅଧିକା ମାର୍ଜିନରେ ପୁଣିଥରେ ଡବଲ ଇଂଜିନ ସରକାର ଆସିବ-ବେଙ୍ଗଲରେ ମଧ୍ୟ ବିଜେପି ସରକାର କରିବା ନେଇ ଆଶାବାଦୀ-ବେଙ୍ଗଲରେ ମଧ୍ୟ ବହୁତ ପଜିଟିଭ ରେସପନ୍ସ ଅଛି-ଉଭୟ ରାଜ୍ୟରେ ହେବ ଡବଲ ଇଂଜିନ ସରକାର-ବୈଜୟନ୍ତ ପଣ୍ଡା
