କାଲି ପଶ୍ଚିମବଙ୍ଗର ୧୫ ବୁଥ୍‌ରେ ରିପୋଲିଂ

କାଲି ପଶ୍ଚିମବଙ୍ଗର ୧୫ ବୁଥ୍‌ରେ ରିପୋଲିଂ-ପଶ୍ଚିମବଙ୍ଗର ୧୫ ବୁଥ୍‌ରେ ହେବ ରିପୋଲିଂ-କାଲି ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ହେବ ରିପୋଲିଂ-ଇଭିଏମ୍ ଟାମ୍ପରିଂ ଅଭିଯୋଗ ପରେ ECI ପକ୍ଷରୁ ନିଷ୍ପତ୍ତି-ମାଗ୍ରାହାଟ ପଶ୍ଚିମ ନିର୍ବାଚନମଣ୍ଡଳୀର ୧୧ ବୁଥ୍‌ରେ ହେବ ରିପୋଲିଂ-ଡାଇମଣ୍ଡ ହାର୍ବରର ୪ ବୁଥ୍‌ରେ ହେବ ପୁନଃ ମତଦାନ

Leave a Reply

Your email address will not be published. Required fields are marked *