ବଞ୍ଚିତ ଲାଭାର୍ଥୀଙ୍କୁ ଆସନ୍ତା ୪ରେ ମିଳିବ ସୁଭଦ୍ରା ଟଙ୍କା..
ବଞ୍ଚିତ ଲାଭାର୍ଥୀଙ୍କୁ ୪ରେ ସୁଭଦ୍ରା ଟଙ୍କା ବଞ୍ଚିତ ଲାଭାର୍ଥୀଙ୍କୁ ଆସନ୍ତା ୪ରେ ମିଳିବ ସୁଭଦ୍ରା ଟଙ୍କା……୪ରେ ସୁଭଦ୍ରା ଟଙ୍କା ମିଳିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ…..ସୋସିଆଲ୍ ମିଡିଆ `X’ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା…..୧ ଲକ୍ଷ ୨୩ ହଜାର ୮୪୯ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ସହାୟତା…..
