ପ୍ରକାଶିତ ଦଶମ ଶ୍ରେଣୀର ପରୀକ୍ଷା ଫଳରେ ପିଏମଶ୍ରୀ ବିଶ୍ଵମ୍ବର ବିଦ୍ୟାପୀଠର ୫ ଜଣ ବାଳକ ଓ ୨ ଜଣ ବାଳିକା A1

ପ୍ରକାଶିତ ଦଶମ ଶ୍ରେଣୀର ପରୀକ୍ଷା ଫଳରେ ପିଏମଶ୍ରୀ ବିଶ୍ଵମ୍ବର ବିଦ୍ୟାପୀଠର ୫ ଜଣ ବାଳକ ଓ ୨ ଜଣ ବାଳିକା A1 ରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ବିଦ୍ୟାପୀଠ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀମତୀ ଶୁଭଶ୍ରୀ ଦାଶ ଓ ଆଲୁମିନି ମାନେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *