ଓମ୍‌ଫେଡ୍‌ କ୍ଷୀର ଦର ବୃଦ୍ଧି

ଓମ୍‌ଫେଡ୍‌ କ୍ଷୀର ଦର ବୃଦ୍ଧି l ରାଜ୍ୟରେ ବଢିଲା ଓମ୍‌ଫେଡ୍‌ କ୍ଷୀର ଦର……ଲିଟର ପିଛା ୪ ଟଙ୍କା ବଢିଲା ଓମ୍‌ଫେଡ୍‌ କ୍ଷୀର…..ପ୍ରିମିୟମ ଦୁଗ୍ଧ ଲିଟର ପିଛା ୫୮ ଟଙ୍କା ହେଲା…..ଟୋନଡ ଦୁଗ୍ଧ ଲିଟର ପିଛା ୫୪ ଟଙ୍କା ହେଲା…..ରାଜ୍ୟରେ ଆଜିଠୁ ଲାଗୁ ହେବ ନୂଆ ଦର…..

Leave a Reply

Your email address will not be published. Required fields are marked *