ଟି ଏମ ସି ନେତାଙ୍କୁ ପୁରୀରୁ ଗିରଫ କଲା ପଶ୍ଚିମବଙ୍ଗ ଏସ ଟି ଏଫ୍ ପୋଲିସ ।

ଟି ଏମ ସି ନେତାଙ୍କୁ ପୁରୀରୁ ଗିରଫ କଲା ପଶ୍ଚିମବଙ୍ଗ ଏସ ଟି ଏଫ୍ ପୋଲିସ ।ହୋଟେଲ blue Lilly ରୁ ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ଦିଲ୍ଲୀପ୍ ମଣ୍ଡଳ କୁ ଗିରଫ କରିଛି ଏସ ଟି ଏଫ୍।ବେଙ୍ଗଲ ପୋଲିସର ଏସ ଟି ଏଫ୍ ବାହିନୀ ପୁରୀରୁ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ଦିଲୀପ ମଣ୍ଡଳଙ୍କୁ ଗିରଫ କରିଛି।ମଣ୍ଡଳ କିଛି ସପ୍ତାହ ଧରି ଫେରାର ଥିଲେ।ନନ୍ଦିଗ୍ରାମ ରେ ମମତାଙ୍କୁ ସହଯୋଗ

କରୁଥିବାରୁ ଫସେଇ ଦିଆଯାଇଥିବା ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀପ ମଣ୍ଡଳ।ଗତକାଲି ରାତି 10 ଟାରେ ହୋଟେଲ blue Lilly ରେ ଚେକ୍ ଇନ୍ କରିଥିଲେ ଦିଲ୍ଲୀପ ମଣ୍ଡଳ ।ରୁମ୍ ନମ୍ବର 2132 ରେ ଦୁଇ ଜଣ ଚେକ୍ ଇନ୍ କରିଥିଲେ ।ଆଜି ସକାଳୁ ପୋଲିସ ଆସି ଚଢାଉ ଓ ଯାଞ୍ଚ ପ୍ରକ୍ରିୟା କରିଥିଲା ।ପରେ ତାଙ୍କୁ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *