ପଶ୍ଚିମ ବଙ୍ଗାଲ ର ବିଜୟ ଉତ୍ସବ ଭଦ୍ରକ ବିଧାନସଭା କାର୍ଯ୍ୟାଳୟ ଅନୁଷ୍ଠିତ

ପଶ୍ଚିମ ବଙ୍ଗାଲ ର ବିଜୟ ଉତ୍ସବ ଭଦ୍ରକ ବିଧାନସଭା କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ଜନତା ପାର୍ଟି ର ଐତିହାସିକ ବିଜୟ କୁ ନେଇ ଭଦ୍ରକ ବିଜେପି ରେ ବିଜୟ ମାହୋଲ l ସୋମବାର ଦିନ ନିର୍ବାଚନ ଗଣତି ଶେଷ ହେଉ ହେଉ ଭଦ୍ରକ ବିଜେପି ବିଧାନ ସଭା କାର୍ଯ୍ୟାଳୟ ସହିତ ଭଦ୍ରକ ବ୍ଲକ ଅଫିସରେ ବିଜୟ ଦିବସ ପାଳନ କରାଯାଇଛି l ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର ଙ୍କ ନେତୃତ୍ୱରେ ସମର୍ଥକ ମାନେ ବାଣ ଫୁଟାଇ,ବାଜା ବଜାଇ, ନାଚଗୀତ କରି ପରସ୍ପରଙ୍କୁ ମିଠା ଏବଂ ଝାଲମୁଢି ଖୁଆଇ ବିଜୟ ଦିବସ ପାଳନ କରିଛନ୍ତି l ସରହିଭଳି ବିଜେପି ଦଖଲ ରେ ଥିବା ଭଦ୍ରକ ବ୍ଲକ ଅଫିସରେ ସମର୍ଥକ ମାନେ ବ୍ଲକ ଅଫିସ କର୍ମଚାରୀ ଏବଂ ଅଫିସରଙ୍କୁ ମିଠା ଏବଂ ଝାଲ ମୁଢି ଖୁଆଇ ବିଜୟ ଦିବସ ପାଳନ କରିଛନ୍ତି l

Leave a Reply

Your email address will not be published. Required fields are marked *