UAE ଉପରେ ଆକ୍ରମଣକୁ ନିନ୍ଦା କଲେ ମୋଦି

UAE ଉପରେ ଆକ୍ରମଣକୁ ନିନ୍ଦା କଲେ ମୋଦି l UAE ଉପରେ ଇରାନର ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ…..୩ ଭାରତୀୟ ଆହତ ହେବାକୁ ନେଇ ମଧ୍ୟ ଉଦ୍‌ବେଗ ଜଣାଇଲେ…..ସାଧାରଣ ନାଗରିକ ଓ ଭିତ୍ତିଭୂମି ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ……ସମସ୍ୟାର ଶାନ୍ତିପୂର୍ଣ୍ଣ ଓ କୂଟନୀତି ମାଧ୍ୟମରେ ସମାଧାନ ହେବା ଦରକାର…..ହର୍ମୁଜ୍‌ ପ୍ରଣାଳୀରେ ନିରାପଦ ଏବଂ ବାଧାବିହୀନ ପରିବହନ ଜରୁରୀ…….

Leave a Reply

Your email address will not be published. Required fields are marked *