ଭୋଟ୍‌ ଚୋରି ହୋଇଛି- ମମତା-ପରାଜୟ ପରେ ବିଜେପି ଉପରେ ବର୍ଷିଲେ

ଭୋଟ୍‌ ଚୋରି ହୋଇଛି- ମମତା-ପରାଜୟ ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ-ବିଜେପି ୧୦୦ରୁ ଊର୍ଦ୍ଧ୍ବ ସିଟ୍‌ରେ ଭୋଟ୍‌ ଚୋରି କରି ଜିତିଛି-INDIA ବ୍ଲକ୍‌ ଟିଏମ୍‌ସିକୁ ପୂରା ସମର୍ଥନ କରିଛି-ଭାରତ ସରକାର ସିଧାସଳଖ ହସ୍ତକ୍ଷେପ କରିଛନ୍ତି-ବିହାର, ମହାରାଷ୍ଟ୍ର, ହରିଆଣାରେ କରିଥିଲେ, ଏଠାରେ ବି କଲେ-ବେଙ୍ଗଲରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି-ଭୋଟ ଗଣତି କେନ୍ଦ୍ରରେ ଆମ ଏଜେଣ୍ଟକୁ ମାଡ଼ ମାରି ତଡ଼ିଦେଲେ-ବିଜେପି କର୍ମକର୍ତ୍ତା ଗଣତି କେନ୍ଦ୍ରକୁ ହାଇଜାକ୍‌ କରିଦେଲେ-ମୋତେ ଶାରିରୀକ ଭାବେ ଆକ୍ରମଣ ଓ ଗାଳି ଗୁଲଜ କରାଯାଇଛି-ବେଙ୍ଗଲବାସୀଙ୍କ ପାଇଁ କଳା ଦିବସ ଥିଲା କହିଲେ ମମତା-ଭାରତ ସରକାର ଗୋଟିଏ ପାର୍ଟିର ଶାସନ ଚାହୁଁଛନ୍ତି-ଆମେ ଏହି ନିର୍ବାଚନରେ ପରାଜିତ ହୋଇନୁ, ଇସ୍ତଫା ଦେବିନି-CEC ଏହି ନିର୍ବାଚନରେ ପ୍ରକୃତ ଭିଲେନ୍‌-ଆମର ଭିଲେନ୍‌ଙ୍କ ସହ ଲଢ଼େଇ ହେଉଥିଲା, ବିଜେପି ସହ ନୁହେଁ-କେନ୍ଦ୍ରୀୟ ଫୋର୍ସ କେନ୍ଦ୍ରୀୟ ଗୁଣ୍ଡା ଭାବେ ବ୍ୟବହାର କରୁଥିଲେ-ମୁଖ୍ୟମନ୍ତ୍ରୀ ନ ଥାଇ ଦିଲ୍ଲୀ ବିରୋଧରେ ଲଢ଼େଇ ଜାରି ରହିବ l

Leave a Reply

Your email address will not be published. Required fields are marked *