ପୁରୀ ଜିଲ୍ଲା ଡେଲାଙ୍ଗ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ !
ଡେଲାଙ୍ଗ ରେ ଆଇନ ଶୃଙ୍ଖଳା ପିପର୍ଯ୍ୟୟ! ଖଣି ଖାଦାନ କୁ ବିରୋଧ କରିବାରୁ ଖଣି ମାଫିଆ ଙ୍କ ବୋମା ମାଡ଼ ଶହ ଗୁଳି ଫାଇରିଙ୍ଗ!! ଅଳ୍ପ କେ ବର୍ତିଲେ ୭ ଜଣ! ବୋମା ମାଡ଼ରେ ଡେଲାଙ୍ଗ ରେ ଫୁଟିଲା ଗୁଳି ଫୁଟିଲା ବୋମା ୨ ଗୁରୁତର ଜଣେ ଆହତ! ବେଆଇନି ପଥର ଖଣି କୁ ନେଇ ବୋମା ମାଡ଼ ଓ ଗୁଳି ଚାଲାଣ! ଡେଲାଙ୍ଗ ଗୋଡ଼ିପୁଟ ମାଟିଆପଡା ପଂଚାୟତ ର ହରିପୁର ଗାଁ ଫୁଟିଲା ୩ ରୁ ଅଧିକ ବୋମା ଗୁଳି ଫାଇରିଙ୍ଗ ! ଜବତ ହେଲା ୨ ଅଫୁଟା ବୋମା ଓ ଗୁଳି ର ସୀସା ୨ ଜଣ ଗୁରୁତର ଓ ଜଣେ ଆହାତ ! ଘଟଣା ସ୍ଥଳରେ ଡେଲାଙ୍ଗ ପୋଲିସ ଓ ହରିରାଜପୁର ପୁର ଫାଣ୍ଡି ପୋଲିସ ର ତଦନ୍ତ ଆରମ୍ଭ!
