କନଷ୍ଟେବଳଙ୍କ ମୃତ୍ୟୁ ପାଇଁ ସିବିଆଇ ତଦନ୍ତ ଦାବି

କନଷ୍ଟେବଳଙ୍କ ମୃତ୍ୟୁ ପାଇଁ ସିବିଆଇ ତଦନ୍ତ ଦାବି-MV କନଷ୍ଟେବଲ୍‌ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ପରେ ବର୍ଷିଲେ ପରିବାର-ବ୍ରହ୍ମପୁର ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କଲା ପରିବାର-ପତ୍ନୀ ସନ୍ଧ୍ୟା ଓ ଶାଳକଙ୍କ ବିରୋଧରେ ଆକ୍ସନ ନହେବାରୁ ଅସନ୍ତୋଷ-ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ-ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସନ୍ଧ୍ୟା ଦେଖିବାକୁ ଆସିନଥିବା ଅଭିଯୋଗ

Leave a Reply

Your email address will not be published. Required fields are marked *