ଇରାନ ଉପରେ ଆକ୍ରମଣ କରାଯିବନି: ଟ୍ରମ୍ପ

ଇରାନ ଉପରେ ଆକ୍ରମଣ କରାଯିବନି: ଟ୍ରମ୍ପ-ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ,ଧମକର କେଇ ଘଣ୍ଟା ପରେ ବଦଳିଲା ସ୍ବର-ଇରାନ ଉପରେ ଆକ୍ରମଣ କରିବନି କହିଲା ଆମେରିକା-ସପ୍ତାହାନ୍ତରେ ୟୁରୋପରେ ହୋଇପାରେ ଐତିହାସିକ ଚୁକ୍ତି-ଚୁକ୍ତିନାମା ଉପରେ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ସହମତି: ଟ୍ରମ୍ପ-ଖୁବଶୀଘ୍ର ୟୁରୋପରେ ହୋଇପାରେ ସାଇନ୍: ଟ୍ରମ୍ପ-ଇରାନ କହିଲା ଚୁକ୍ତି ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି

Leave a Reply

Your email address will not be published. Required fields are marked *