ବିନିକା ଅଧ୍ୟକ୍ଷାଙ୍କ ଘରକୁ ଗୁଳି ମାଡ଼
ବିନିକା ଅଧ୍ୟକ୍ଷାଙ୍କ ଘରକୁ ଗୁଳି ମାଡ଼-ବିନିକା ବ୍ଲକ୍ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘରକୁ ଗୁଳି ମାଡ଼-ସିଙ୍ଘିଯୁବା ଗାଁରେ ଥିବା ଘର ଉପରକୁ ୨୫ ରାଉଣ୍ଡ ଫାୟାରିଂ-୨ଟି କାର୍କୁ ଗୁଳି ଚଳାଇ ଦୁର୍ବୃତ୍ତ ଫେରାର୍, ପୋଲିସ୍ର ତଦନ୍ତ