କାକଟପୁର ବ୍ଲକରେ “ବିକାଶର ଧାରା ଓଡିଶା ସାରା”

କାକଟପୁର ବ୍ଲକରେ “ବିକାଶର ଧାରା ଓଡିଶା ସାରା”କାକଟପୁର- ରାଜ୍ୟରେ ନୂତନ ସରକାରଙ୍କ ଦୂଇବର୍ଷ ପୂର୍ତ୍ତି ଅବସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ୭ଦିନ ବ୍ୟାପି କାକଟପୁର ବ୍ଲକରେ “ବିକାଶର ଧାରା ଓଡିଶା ସାରା” କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଉନ୍ନୟନ ଅଧିକାରୀ ନାରାୟଣ ଦିକ୍ଷୀତଙ୍କ ତତ୍ତ୍ୱାବଧାନରେ କାକଟପୁର ପଞ୍ଚାୟତ ସମିତିରେ ଷ୍ଟଲ୍ କରାଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସଫଳ ରୂପାୟନ ଓ ରୂପରେଖ ଉପରେ ପ୍ରଦର୍ଶିତ କରାଯାଇ ସଚେତନତା କରାଯାଇଥିଲା। ଅଙ୍ଗନବାଡ଼ି କର୍ମୀଙ୍କୁ ମୋବାଇଲ ବଣ୍ଟନ ମଧ୍ଯ କରାଯାଇଥିଲା।

Leave a Reply

Your email address will not be published. Required fields are marked *