ଆକ୍ସନ_ହେବ_ବୋଲି_କହିଲେ_ଶ୍ରୀମନ୍ଦିର_ମୁଖ୍ୟ_ପ୍ରଶାସକ
ଆକ୍ସନ_ହେବ_ବୋଲି_କହିଲେ_ଶ୍ରୀମନ୍ଦିର_ମୁଖ୍ୟ_ପ୍ରଶାସକ-ଜଗନ୍ନାଥଙ୍କ ଉପରେ ‘ଅପଭ୍ରଂଶ’ ଫିଲ୍ମକୁ ନେଇ ମୁଖ୍ୟ ପ୍ରଶାସକଙ୍କ କଡ଼ା ଆଭିମୁଖ୍ୟ-ଭକ୍ତଙ୍କ ଭାବାବେଗ ସହ ଖେଳିବାର କାହାର ଅଧିକାର ନାହିଁ-ଶ୍ରୀମନ୍ଦିର ପରିଚାଳନା କମିଟି ଏହା ଉପରେ ନିଷ୍ପତ୍ତି ନେବ-ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଆକ୍ସନ ହେବ- ଅରବିନ୍ଦ ପାଢ଼ୀ
